Sunday 5 May 2024

ଯାହା ମନ ଦର୍ପଣରେ ସଦା ହସୁ ହେ ଗୋବିନ୍ଦ

ଯାହା ମନ ଦର୍ପଣରେ ସଦା ହସୁ ହେ ଗୋବିନ୍ଦ ସେ ଅନୁରକ୍ତ ପାଦ ପଦ୍ମ ଦର୍ଶନ କଲି ମାନସିକ ତୋତେ ଲଭିବା ମୋହରି ପକ୍ଷେ ନୁହେଁ ସମ୍ଭବ କିଞ୍ଚିତ କୃପା କର ଆର୍ତ୍ତି ଆର୍ତ୍ତହରା ଭକ୍ତ ରସିକ

No comments:

Post a Comment