Sunday 5 May 2024

କେଉଁ ପୁଷ୍ପଟି ତୋଳି ପୂଜିବି ମାଆ ଗୋ କମଳା

କେଉଁ ପୁଷ୍ପଟି ତୋଳି ପୂଜିବି ମାଆ ଗୋ କମଳା ସକଳ ପୁଷ୍ପ ଫୁଟିଅଛି ତୋହରି ପିନ୍ଧା ଶାଢୀରେ ମନ୍ତ୍ର ସ୍ତୋସ୍ତ୍ର ଶହସ୍ରନାମ କବଚ କିବା ଶୁଣାଇବି ଚଉଦ ବ୍ରହ୍ମାଣ୍ଡ ଜୀବ ତୋତେ ସ୍ତୁବନ୍ତି ଧାଡିରେ

No comments:

Post a Comment