Monday 6 May 2024

ମାଆର ପିନ୍ଧା ଶାଢ଼ୀ ଶୋଇବା ଖଟିଆ

ମାଆର ପିନ୍ଧା ଶାଢ଼ୀ ଶୋଇବା ଖଟିଆ ମାଆ ଶବ ସାଥିରେ ଫୋପାଡ଼ି ଦେଲି ପଇସା ବାଙ୍କୁସଟିକୁ ଲୁଚାଇ ରଖିଥିଲି ବାର ଦିନ ପୁରିବା ଆଗରୁ ଗଣିନେଲି

No comments:

Post a Comment