Monday 6 May 2024

କୁକୁର କହେ ଶଶ୍ମାନ ଗାତରେ କେବଳ ମଢ଼ା

କୁକୁର କହେ ଶଶ୍ମାନ ଗାତରେ କେବଳ ମଢ଼ା ଶିଆଳ କହେ ଦେହରେ କେବଳ ଖଣ୍ଡେ ଲୁଗା ଆହାଃ ମରିବା ଦିନଟିଏ ସମ୍ପୂର୍ଣ ହୋଇ ନାହିଁ ପୁଅ ବୋହୁ ଝିଅ ଜୋଇଁ କରିଗଲେ ଅଭାଗା

No comments:

Post a Comment