Sunday 5 May 2024

ସକଳ ମାତାର ମାତା ଗୋ ମହାମାୟା ଚଣ୍ଡୀକେ

ସକଳ ମାତାର ମାତା ଗୋ ମହାମାୟା ଚଣ୍ଡୀକେ ମାଆ ଗୋ ତୋତେ ସ୍ପର୍ଶ କରି ନ ପାରଇ ଜରା ସଦା ଦୁଃଖ ପାଶୋରା ଚନ୍ଦ୍ର ଶୀତଳ ମୁଖ ମଣ୍ଡଳ ମାଆ ଗୋ ତୋତେ ଚାହିଁଲେ ପ୍ରାପ୍ତ ଭକ୍ତି ହୀରା

No comments:

Post a Comment