Saturday 4 May 2024

ହେ ଗୋବିନ୍ଦ ମୋ ଠାରୁ ଟିକିଏ ଦୂରରେ ବସ

ହେ ଗୋବିନ୍ଦ ମୋ ଠାରୁ ଟିକିଏ ଦୂରରେ ବସ ହେ ଗୋବିନ୍ଦ ମୁଁ ତୁମକୁ ଉଚ୍ଚରେ ପାରିବି ଡାକି ହେ ଗୋବିନ୍ଦ ଅତି ମଧୁର ମଧୁର ପ୍ରତିଟି ନାମ ଆକୁଳ କର୍ଣ୍ଣ ସାଉଁଟିବାକୁ ମୁଁ ନ ପାରେ ରୋକି

No comments:

Post a Comment