Saturday 4 May 2024

ପାଣି ଫୋଟକା ସମ ଏ ଜୀବନକୁ କେଉଁ ଭରଷା

ପାଣି ଫୋଟକା ସମ ଏ ଜୀବନକୁ କେଉଁ ଭରଷା ମନରେ ହୃଦୟ ପଦ୍ମରେ ବସାଅ ଓଁ ସୀତା ରାମ ଅତି ମହାପୂଣ୍ୟ ଅମୃତ ବେଳା ଏହି ମନୁଷ୍ୟ ଜନ୍ମ ମନରେ ସଦା ଶ୍ରବଣ ମନନ କୀର୍ତ୍ତନ କର ନାମ

No comments:

Post a Comment