Sunday 5 May 2024

କୋଇଲି ଲୋ ଉଦାର ପଣରେ ସେ ଶ୍ରୀଜଗନ୍ନାଥ

କୋଇଲି ଲୋ ଉଦାର ପଣରେ ସେ ଶ୍ରୀଜଗନ୍ନାଥ ଦେହ କାନ୍ତି ଆଉ କଣ୍ଠ ସ୍ୱର ତୋହରି ପରି ମଧୁର କୋଇଲି ଲୋ ଦେଖା ହେଲେ ମୋ ମନ ଯାଚିବୁ କୋଇଲି ଲୋ ତାକୁ ହିଁ ଦେବା ଲାଗି ବଡ ଅଧୀର

No comments:

Post a Comment