Saturday 4 May 2024

ଭାଇ ଭଉଣୀଙ୍କ ପ୍ରେମରେ ପଡି ହେ ଗୋବିନ୍ଦ

ଭାଇ ଭଉଣୀଙ୍କ ପ୍ରେମରେ ପଡି ହେ ଗୋବିନ୍ଦ କନକ ଗୋରୀ କମଳିନୀକୁ କିବା ଭୁଲି ଗଲେ ଆସନ୍ତା କାଲି ସାଙ୍ଗରେ ନ ଆଣିବେ କମଳା ନିଜେ ନିଜ ପୂଜା କରିବ କହି ଦେଉଛି ଭଲେ

No comments:

Post a Comment