Monday 6 May 2024

ଆପଣଙ୍କୁ କିସ ଲୁଚାଇବି ଚକାଆଖି

ଆପଣଙ୍କୁ କିସ ମୁହିଁ ଲୁଚାଇବି ଚକାଆଖି ହେ ଅଖଣ୍ଡ ପରମ ଆନନ୍ଦ ହେ ଅପଲକ ଅପଲକଙ୍କ ଅବଢା କୁଡୁଆ ମୋ ସମ୍ପତ୍ତି ସମ୍ପତ୍ତି ମୋ କେବଳ ଅନ୍ଧାର ଆଲୋକ

No comments:

Post a Comment