Monday 6 May 2024

ତୋହର ଭଳି କିଏ ଏତେ ସହିବ ମାଆ ମୋର

ତୋହର ଭଳି କିଏ ଏତେ ସହିବ ମାଆ ମୋର ତୁହିତ କନ୍ୟା ଜନନୀ ଭଗିନୀ ଜାୟା ଏକ ଶରୀ ତୁହି ମାଆ ଗୋ ଦୁର୍ଗା ସୀତା କମଳା ମହାସତୀ ତୋ ପାଦ ପୂଜାକୁ ଭାଜନ ନ ହେଲି ବସୁନ୍ଧରୀ

No comments:

Post a Comment