Tuesday 7 May 2024

ମୁଁ ଶୁଣିଛି ମହାଶଶ୍ମାନ କାଳୀର ଘର

ମୁଁ ଶୁଣିଛି ମହାଶଶ୍ମାନ କାଳୀର ଘର ମାଆ ଗୋ ତୋର ଏଠି କିବା କାର୍ଯ୍ୟ ମୋହର ହୃଦୟରେ ବସ ସ୍ନେହମୟୀ ଚାରି ଦଉଡି ଛିଣ୍ଡାର ନ ରହେ ଧର୍ଯ୍ୟ

No comments:

Post a Comment