Tuesday 7 May 2024

ଅନନ୍ତ ଶୟନ ବାସୁଦେବଙ୍କୁ ପ୍ରଦକ୍ଷିଣ କରୁଥିଲି

ଅନନ୍ତ ଶୟନ ବାସୁଦେବଙ୍କୁ ପ୍ରଦକ୍ଷିଣ କରୁଥିଲି ଅଖିଳ ଜନନୀଙ୍କ ସାଥିରେ ହୋଇଗଲା ଭେଟ ପଦ୍ମ ମୁଖରେ କରୁଣା ଅଙ୍କରେ କରୁଣା କଳସୀ ଲୋଭି ମନ ଭୁଲିଲା ସଂସାର ଫେରିବା ବାଟ

No comments:

Post a Comment