Wednesday 8 May 2024

ମାଆକୁ ମୋର ତୋହର କୋଳକୁ ସମର୍ପି ଦେଇ

ମାଆକୁ ମୋର ତୋହର କୋଳକୁ ସମର୍ପି ଦେଇ ମାଆ ବାପ ଛେଉଣ୍ଡ ନିଶ୍ଚିତ ହେଲା ମାଆ କାଳୀ ମୋର ଫେରିବା ଯାଏ ସାଇତି ରଖିବୁ ମା ଗୋ ସକଳ ସୁରକ୍ଷଣୀ ଗୋ ରଖିବୁ ମୋ ଛୋଟ ଅଳି

No comments:

Post a Comment