Saturday 4 May 2024

ଆଖିକୁ ବୁଝେଇ ଦେଲି ଆଉ ମାଆକୁ ନ ଖୋଜିବେ

ଆଖିକୁ ବୁଝେଇ ଦେଲି ଆଉ ମାଆକୁ ନ ଖୋଜିବେ ମାଆ ହୋଇ ଯାଇଛି ପାଷାଣୀ ଆଉ ଡାକ ଶୁଣିବନି ନିଦକୁ ବୁଝେଇ ଦେଲି ସପନ ହେବ ମାଆର ରୂପ ମାଆ ହୋଇ ଯାଇଛି ଦେବୀ ଆଉ ସେ ଆସିବନି

No comments:

Post a Comment