Friday 10 May 2024

ଅଭାବୀ ଜନକୁ ଭାବରେ ଦେଲି

ଅଭାବୀ ଜନକୁ ଭାବରେ ଦେଲି ସେ ଭାବଟି ମହାପ୍ରସାଦ ହେଲା ଶ୍ରୀଗୋବିନ୍ଦଙ୍କୁ ସମର୍ପିଲି ହୃଦୟ ହୃଦୟ ନୀଳାଚଳେ ବାସ କଲା

No comments:

Post a Comment