Friday 10 May 2024

ରାଧା ପ୍ରାଣ ମୋହନ ବେଣୁ ଭୂମିରେ ରଖି

ରାଧା ପ୍ରାଣ ମୋହନ ବେଣୁ ଭୂମିରେ ରଖି ଶ୍ରୀଗୋବିନ୍ଦ ଘେନିଲେ ଲେଖନୀ ଶ୍ରୀକରେ ଶ୍ରୀଗୀତଗୋବିନ୍ଦରେ ଧାଡ଼ିଟିଏ ଲେଖିଲେ ଅଚିନ୍ତ୍ୟ ବ୍ରହ୍ମ ଅପ୍ରମେୟ ରମିଲେ ଅକ୍ଷରେ

No comments:

Post a Comment