A flower with 4 petals
Sunday, 21 June 2026
ଇନ୍ଦ୍ରିୟ ବିକାର ବୁଦ୍ଧି ମେଳେ
ଇନ୍ଦ୍ରିୟ ବିକାର ବୁଦ୍ଧି ମେଳେ ସଦା ନିବାସ ମୋହରି କେବେ ହେଁ ନ ଭେଟିଲି ତୁମ୍ଭଙ୍କୁ ଆହେ ବଂଶୀଧାରୀ ସ୍ମରଣ ଚିନ୍ତନ କୀର୍ତ୍ତନ ନିଷ୍କାମ ସେବା କିଞ୍ଚିତ ଆଦରି ବଡ ଲୋଭି ମୋ ଆତ୍ମା ଛନ୍ଦା ଚରଣକୁ ମରେ ଝୁରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment