Wednesday, 24 June 2026

ଦେଖ ଲୋ ପ୍ରାଣ ମିତଣୀ ତାଙ୍କ ଠାଣି ଚାହାଁଣିକୁ

ଦେଖ ଲୋ ପ୍ରାଣ ମିତଣୀ ତାଙ୍କ ଠାଣି ଚାହାଁଣିକୁ ମୋର କମଳ କୋମଳ ହୃଦୟକୁ ପକାନ୍ତି ହାଣି ଚାହାଁ ଲୋ ମିତଣୀ ଏହି ମୋ ବ୍ୟଥିତ ହୃଦୟକୁ ଚିତ୍ତ ଚୋରିକରି ପାଦ ଲୁଚାଇଲେ ବେଣୁ ପାଣି

No comments:

Post a Comment