Tuesday, 23 June 2026

ହ୍ରୁଦୟ କମଳ କେଶରରେ ଯାହାଙ୍କର ମହାଲକ୍ଷ୍ମୀ

ହ୍ରୁଦୟ କମଳ କେଶରରେ ଯାହାଙ୍କର ମହାଲକ୍ଷ୍ମୀ ଚକାଡୋଳା ଯୁଗଳ ଶଶୀ ସୂର୍ଯ୍ୟ ଅପଲକ କିରଣ ତାହାଙ୍କ ଭାଵ ସାଗରେ ଭାସିଗଲା ପତିତ ପାମର ଦିବାସ୍ବପ୍ନ ସତେକି ସତ ହେବ ଲଭିବି ଛନ୍ଦା ଚରଣ

No comments:

Post a Comment