Thursday, 25 June 2026

ଅସ୍ତାଚଳ ଗାମୀ ଦେଖିଣ ସୂର୍ଯ୍ୟ ନାରାୟଣଙ୍କୁ

ଅସ୍ତାଚଳ ଗାମୀ ଦେଖିଣ ସୂର୍ଯ୍ୟ ନାରାୟଣଙ୍କୁ ନୀଡ଼କୁ ବାହୁଡି ଗଲେ କାକ ପିକ ପକ୍ଷୀ କୁଳ ନର ଦେହେ ଜନ୍ମି ମୋର ଆଶା ନ ମେଣ୍ଟିଲା ରାମ ବସିଣ କାନ୍ଦଇ କୃଷ୍ଣ ଛନ୍ଦା ଚରଣ ତଳ

No comments:

Post a Comment