Sunday, 21 June 2026

ହେ ଶ୍ୟାମ ସୁନ୍ଦର ବେଣୁ ଅଧର କୃଷ୍ଣ

ହେ ଶ୍ୟାମ ସୁନ୍ଦର ବେଣୁ ଅଧର କୃଷ୍ଣ ବଂଶୀ ଥୋଇ ଥରୁଟେ ଶୁଣ ଗୁହାରୀ କେବଳ ଥରୁଟେ ଛନ୍ଦା ଚରଣ ଛୁଇଁବି ଏତିକି ମାତ୍ର ଆକୁଳ ପ୍ରାର୍ଥନା ମୋହରି

No comments:

Post a Comment