Wednesday, 24 June 2026

ମାଆ ଗୋ ବିଷ୍ଣୁଙ୍କର ଘରଣୀ ମହାଲକ୍ଷ୍ମୀ

ମାଆ ଗୋ ବିଷ୍ଣୁଙ୍କର ଘରଣୀ ମହାଲକ୍ଷ୍ମୀ ପାମର ରାମକୁ ତୁହି ଏତିକି କର ଦୟା ଯେଉଁ ପାଦପଦ୍ମ ପଦ୍ମା ନିତି ସେବୁ ତୁହି ଥରେ ଛୁଅଁନ୍ତି ମା ଖଣ୍ଡିଲେ ତୁହି ମାୟା

No comments:

Post a Comment