Tuesday, 23 June 2026

ବନମାଳୀ ବାସୁଦେବ ଗୋବିନ୍ଦ ନାମ କର୍ଣ୍ଣ ଶୁଣିଲେ

ବନମାଳୀ ବାସୁଦେବ ଗୋବିନ୍ଦ ନାମ କର୍ଣ୍ଣ ଶୁଣିଲେ ଆତ୍ମା ଛନ୍ଦା ଚରଣକୁ ଆଲିଙ୍ଗନ କରେ ବେନି ଭୁଜେ କାଳିଦଳା ବାଳ କୃଷ୍ଣ ବଂଶୀ ଅଧର ହୃଦେ ଚିନ୍ତିଲେ ଅଥଳ ଅକୂଳ ବ୍ରହ୍ମାନନ୍ଦ ମହୋଦଧିରେ ଆତ୍ମା ହଜେ

No comments:

Post a Comment