Wednesday, 24 June 2026

ଭଉଣୀ ଦେହ କଳା ଚିକ୍କଣ ମୁଗୁନି ପଥର

ଭଉଣୀ ଦେହ କଳା ଚିକ୍କଣ ମୁଗୁନି ପଥର ଶ୍ୟାମ ଧବଳ ଦୁଇ ଭାଇ ନିମ୍ବ ଦାରୁ କାଠ ଆକୁଳ ବ୍ୟାକୁଳ ମୋର ଆତ୍ମା ଭେଟିବାକୁ କେବଳ ଇନ୍ଦ୍ରିୟ ଭୋଗକୁ ପଢିଥିବା ପାଠ

No comments:

Post a Comment