Friday, 26 June 2026

ଶ୍ରୀଗୋବିନ୍ଦ ଅର୍ଦ୍ଧାଙ୍ଗିନୀ ଦ୍ୱାରିକା ପାଟ ମହାରାଣୀ

ଶ୍ରୀଗୋବିନ୍ଦ ଅର୍ଦ୍ଧାଙ୍ଗିନୀ ଦ୍ୱାରିକା ପାଟ ମହାରାଣୀ ଭିକ୍ଷା ଦୁଇ ମୁଠା ଆଣେ ଦୁଆରରେ ରାମ କାଙ୍ଗାଳି ମୁଠାକରେ ମାଆ ଥିବ ଯୋଗ ଭକ୍ତି ଜ୍ଞାନ ବୈରାଗ୍ୟ ଅନ୍ୟ ମୁଠାକରେ ତୁମ୍ଭ ହୃଦୟ ଧନ ପାଦୁକାର ଧୂଳି

No comments:

Post a Comment