Monday, 22 June 2026

ବୃକ୍ଷରେ ଫଳ ପାଚିଗଲେ ଆହାଃ କେଡେ ସ୍ୱାଦ

ବୃକ୍ଷରେ ଫଳ ପାଚିଗଲେ ଆହାଃ କେଡେ ସ୍ୱାଦ ଦେବତାଠାରୁ କୀଟଯାଏ ସଭିଙ୍କୁ ଅମୃତ ଭୋଗ କୃଷ୍ଣ ଛନ୍ଦା ଚରଣ ସ୍ପର୍ଶ ହୃଦୟ ପଦ୍ମକୁ ବ୍ରହ୍ମାନନ୍ଦ ଆତ୍ମା କାନ୍ଦଇ ତାକୁ ହେଉ କୃଷ୍ଣ ପ୍ରେମ ରୋଗ

No comments:

Post a Comment