A flower with 4 petals
Saturday, 20 June 2026
ବୀଣା ବଂଶୀ ମୃଦଙ୍ଗ
ବୀଣା ବଂଶୀ ମୃଦଙ୍ଗ ଏକ ସ୍ଵରେ କୁହନ୍ତୁ ଗୋବିନ୍ଦ ଗୋବିନ୍ଦ କାକ ପିକ ଶୁକ ଶାରୀ ଗାଆନ୍ତୁ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ମଲ୍ଲି ଜୁଇ ଚମ୍ପା ବଉଳ ଗୋଲାପ ତୁଳସୀ ଲମ୍ଵନ୍ତୁ ଗଳାରେ ଦୀପ ଧୂପ ଚନ୍ଦନ କସ୍ତୁରୀ ଅଗୁରୁ ବନ୍ଦନ୍ତୁ କମଳ ଛନ୍ଦା ପାଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment