Wednesday, 24 June 2026

ବୈଷ୍ଣବ ବାସରେ ଏହି

ବୈଷ୍ଣବ ବାସରେ ଏହି ମହା ପତିତର ଆତ୍ମା ରହିଲା ସ୍ମରଣ କୀର୍ତ୍ତନ ଚିନ୍ତନ ଅର୍ଚ୍ଚନରେ ଶ୍ରୀମଦ ଭାଗବତ କମଳା ହୃଦ ବକ୍ଷରେ କେରି କେରି ତୁଳସୀ ଲମ୍ବିଲା ଶ୍ରୀରଙ୍ଗା ଛନ୍ଦା ଚରଣରୁ ଆଉଟି ନ ଫେରିଲା ଚିତ୍ତ

No comments:

Post a Comment