Wednesday, 24 June 2026

ସୁଧାକର ମୁଖ ଦେଖିଲେ ମଲ୍ଲି ପୁଲକିତ

ସୁଧାକର ମୁଖ ଦେଖିଲେ ମଲ୍ଲି ପୁଲକିତ ରବି କରକୁ ସ୍ପର୍ଶ କଲେ ଉଲ୍ଲସିତ କମଳ ମୁଁହି ଅଭାଗା ଚାହିଁ ବସିଛି ଛନ୍ଦା ଚରଣକୁ ଦୁର୍ଲଭ ନର ଦେହରେ କରିବାକୁ ଅମଳ

No comments:

Post a Comment