Monday, 22 June 2026

କମଳା କମଳ କୋମଳ ପାଦ

କମଳା କମଳ କୋମଳ ପାଦ ସେବା ପସନ୍ଦ ନ ହେଲା କିବା ଭକ୍ତ ଠେଲା ପେଲା ଖାଇବାକୁ ଭିଆଇଲ ଶ୍ରୀଗୁଣ୍ଡିଚା ଯାତ୍ରା ଉଦାର ହୃଦୟ ଭାବଗ୍ରାହୀଙ୍କୁ ସତର୍କ କରାଇ ଦେଉଅଛି ରାମ ଭକ୍ତ ଗହଳିରେ ଆପଣା ଖିଆଲ ରଖିବ ଭକ୍ତିର ଅଧିକ ମାତ୍ରା

No comments:

Post a Comment