A flower with 4 petals
Thursday, 25 June 2026
କେବେ ମୁହିଁ ନ ଚିନ୍ତା କଲି ଆତ୍ମାର ହିତ
କେବେ ମୁହିଁ ନ ଚିନ୍ତା କଲି ଆତ୍ମାର ହିତ ସଦା ସର୍ବଦା ଇନ୍ଦ୍ରିୟ ମେଳ ବିକାର ଗ୍ରସ୍ତ ପରମାର୍ଥ ନ ଖୋଜିଣ ପୁରୁଷାର୍ଥ ଈଶ୍ୱର ତ୍ରାହି ହରି ତ୍ରାହି କୃଷ୍ଣ ତ୍ରାହି କମଳା କାନ୍ତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment