Monday, 22 June 2026

ହଲି ଦୋହଲି କେଡେ ଭଙ୍ଗୀରେ ନାଚି ଆସନ୍ତି

ହଲି ଦୋହଲି କେଡେ ଭଙ୍ଗୀରେ ନାଚି ଆସନ୍ତି କଳା ଶ୍ରୀମୁଖରୁ ନୟନ ଆଉ ନୋହିଲେ ଫେରି ଏଗାର ଇନ୍ଦ୍ରିୟ ଲୋଟିଲେ କାଳିଦଳା ପାଦରେ ଉର୍ଦ୍ଧକୁ ବାହୁ ତୋଳି ଆତ୍ମା ବୋଲେ ହରି ହରି

No comments:

Post a Comment