Tuesday, 23 June 2026

ଏହି ଜୀବ ଶରୀର ଗୋଟିଏ ବାଇଆ ଚଢେଇ ବସା

ଏହି ଜୀବ ଶରୀର ଗୋଟିଏ ବାଇଆ ଚଢେଇ ବସା ଅବୋଧ ଆଉ ଅଭେଦ୍ୟ ମାୟା ରଜୁରେ ଝୁଲୁଥାଏ ମନ ତାର କର୍ତ୍ତା କଳ୍ପନା ଗୃହିଣୀ ଆଶା ତା ସନ୍ତାନ ଅବେଳ କାଳ ଵୈଶାଖୀରେ ପଞ୍ଚଭୁତେ ମିଶିଯାଏ

No comments:

Post a Comment