Wednesday, 24 June 2026

ଦେହ ପାଇଁକି ସିନା ଆତ୍ମା ବନ୍ଧା ପଡିଛି

ଦେହ ପାଇଁକି ସିନା ଆତ୍ମା ବନ୍ଧା ପଡିଛି ମୁହିଁ ଅନନ୍ତ ଗଗନର ଏକ ମୁକ୍ତ ଵିହଙ୍ଗ ପିତା ମାତା ମୋ ନୀଳକନ୍ଦର ଦାରୁବ୍ରହ୍ମ ସମଦର୍ଶୀ ଅପଲକ ନାହିଁ ଅଙ୍ଗ ପ୍ରତ୍ୟଙ୍ଗ

No comments:

Post a Comment