A flower with 4 petals
Monday, 22 June 2026
ଦର୍ପ ଦଳନ ରଥ ପଛରେ ଯିଏ ଗହଳି ଲଗାଇ ଆସନ୍ତି
ଦର୍ପ ଦଳନ ରଥ ପଛରେ ଯିଏ ଗହଳି ଲଗାଇ ଆସନ୍ତି ମିତଣୀ ଲୋ ମୋ ଆତ୍ମା ରହିଲା ତାଙ୍କ ଛନ୍ଦା ପାଦରେ ଦେଖିଲେ କିବା ରୁକ୍ମଣୀ ହୃଦୟ ଅର୍ଜୁନ ସଖା ଚି଼ହ୍ନିବେ କି ମିତଣୀ ଲୋ ମୋ ଆତ୍ମା ରହିଲା ତାଙ୍କ ବଂଶୀନାଦରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment