Thursday, 25 June 2026

ମୋ ସାଙ୍ଗରୁ ଅନେକ ସଂସାର ଛାଡି ଗଲେଣି

ମୋ ସାଙ୍ଗରୁ ଅନେକ ସଂସାର ଛାଡି ଗଲେଣି ହେ ଚକାଡୋଳା କି ଭାବ ଦିନ କାଳ ଆସୁଛି ଛନ୍ଦା ପାଦ ଥରେ ବଢ଼ାଅ ଆତ୍ମା ମୋ ଛୁଇଁଵ ଅପେକ୍ଷାରେ ସର୍ବଦା ଆଖି ଲୁହରେ ଭାସୁଛି

No comments:

Post a Comment