Tuesday, 23 June 2026

ବିପଦେ ଆପଦରେ ପିତା ମାତା

ବିପଦେ ଆପଦରେ ପିତା ମାତା ତୁମ୍ଭର କୃପା ଆହେ ବଂଶୀଧାରୀ ଛନ୍ଦା ଚରଣ ଲାଗି ଆତ୍ମା କାନ୍ଦେ ରୁକ୍ମଣୀ ଜୀବନ ସିଞ୍ଚ କୃପା ବାରି

No comments:

Post a Comment