A flower with 4 petals
Monday, 22 June 2026
ସୂର୍ଯ୍ୟ ଶଶୀ ଚକ୍ଷୁ ଚକାଡ଼ୋଳାଙ୍କୁ
ସୂର୍ଯ୍ୟ ଶଶୀ ଚକ୍ଷୁ ଚକାଡ଼ୋଳାଙ୍କୁ ଚାହିଁ ନିର୍ବାକ ହେଲି ଅଶେଷ କୋଟି କନ୍ଦର୍ପ ନିନ୍ଦଇ ପହଣ୍ଡି ବିଜୟ ବେଶ ସେବତୀ ତୁଳସୀ ଟାହିଆ ବାଜିଣ ଝଡି ପଡଇ ମେଘ ଝୁରି ମରେ ରାମ ଦେଖିବ ପଦ୍ମ ଅଧରରେ ସ୍ମିତ ହସ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment