Thursday, 25 June 2026

ସକଳ ଧାମରେ ସକଳ ରୂପରେ

ସକଳ ଧାମରେ ସକଳ ରୂପରେ ସକଳ ହିତରେ ସୂର୍ଯ୍ୟ ଶଶୀ ଵିଲୋକନ ଚକାଡୋଳା ଶ୍ରୀଗୋବିନ୍ଦ ସକଳ ଧର୍ମରେ ସକଳ ଚିତ୍ତରେ ସନାତନ ସାରଥୀ ଏକ ଆତ୍ମା ବ୍ରହ୍ମଦାରୁ ଅପଲକ ସମଦର୍ଶୀ ବ୍ରହ୍ମାନନ୍ଦ

No comments:

Post a Comment