Thursday, 25 June 2026

ଯେତେ ଯେତେ ବେଶୀ ଝୁରିବୁ କୃଷ୍ଣ ସେତେ ମିଠା

ଯେତେ ଯେତେ ବେଶୀ ଝୁରିବୁ କୃଷ୍ଣ ସେତେ ମିଠା ଭକତ ଭ୍ରମରକୁ କୃଷ୍ଣ କମଳ ଚରଣ କାଣ୍ଡିଆ ଅଠା ଯେତେ ବେଶି ଭାବିବୁ ଚକାଡୋଳା ଆହୁରି ଗଭୀର କୃଷ୍ଣ ଆତ୍ମା ଲାଗି ଛନ୍ଦା ଚରଣ ରୁକ୍ମଣୀ ପ୍ରେମ ଚିଠା

No comments:

Post a Comment