Saturday, 20 June 2026

ଆହେ ମାଧବ ମୁଧୁସୂଦନ ରୁକ୍ମଣୀ ହୃଦୟ

ଆହେ ମାଧବ ମୁଧୁସୂଦନ ରୁକ୍ମଣୀ ହୃଦୟ ଚନ୍ଦନ ଲୋଟିବାକୁ ଛନ୍ଦା ଚରଣରେ ଆତ୍ମା କରେ କ୍ରନ୍ଦନ ଆହେ କେଶବ ଅର୍ଜୁନ ପ୍ରାଣ ସଖା ହୃଦୟ ମନ୍ଦାର କମଳା ସେବିତ ଚରଣ ଧୂଳି ଆତ୍ମାକୁ ହରି ଚନ୍ଦନ

No comments:

Post a Comment