Saturday, 20 June 2026

ଗୋବିନ୍ଦ ଗୋବିନ୍ଦ ଗୋପାଳ ଗୋପାଳ

ଗୋବିନ୍ଦ ଗୋବିନ୍ଦ ଗୋପାଳ ଗୋପାଳ ଦର୍ଶନ ଲାଗି ପତିତ ହୋଇଲା ପାଗଳ ଅଶରଣ ଶରଣ ପତିତ ପାବନ ଶ୍ରୀପତି ଆଉ କେଉଁପରି ଡାକିବ ଭକ୍ତି କାଙ୍ଗାଳ

No comments:

Post a Comment