A flower with 4 petals
Saturday, 27 June 2026
ଅରୁଣ କିରଣ ଶ୍ରୀଗୋବିନ୍ଦ ଛନ୍ଦା ଚରଣ
ଅରୁଣ କିରଣ ଶ୍ରୀଗୋବିନ୍ଦ ଛନ୍ଦା ଚରଣ ହୃଦୟ କମଳ କଳିକା କରିଛି ଅପେକ୍ଷା ଅଜ୍ଞାନ ଅନ୍ଧାର ରଜନୀର ହେଉ ପ୍ରଭାତ ହେ ଗୋବିନ୍ଦ ସହି ନ ପାରେ ଉପେକ୍ଷା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment