Tuesday, 23 June 2026

ପଛରେ ଯିଏ ଗହଳି ଚହଳ ଲଗାଇ ଆସନ୍

ପଛରେ ଯିଏ ଗହଳି ଚହଳ ଲଗାଇ ଆସନ୍ତି ସଜନୀ ଲୋ ମୋର ଏହି ଆତ୍ମା ତାଙ୍କ ଠାରେ ଅଶେଷ ଜନ୍ମ ଅପେକ୍ଷା ଅନ୍ତ ହେବ କିଵା ଆଜି କଳା ଶ୍ରୀମୁଖ ଅପଲକ ଢାଳି ଠାରିବେ ଥରେ

No comments:

Post a Comment