Saturday, 20 June 2026

ସନ୍ତାନର ଆତ୍ମା ଜନନୀର ବାତ୍ସଲ୍ୟ ମମତା

ସନ୍ତାନର ଆତ୍ମା ଜନନୀର ବାତ୍ସଲ୍ୟ ମମତା ଏହି ପତିତ ଆତ୍ମା କୃଷ୍ଣ ଛନ୍ଦା ଚରଣ ରେଣୁ ନବଧା ଭକ୍ତିରେ ବାନ୍ଧିଛୁ ଏହି ବିଶ୍ୱ ବ୍ରହ୍ମାଣ୍ଡ ଏହି ଅଧମ ହୃଦୟ ଜିଣିଛି ମୋହନ ବେଣୁ

No comments:

Post a Comment