A flower with 4 petals
Wednesday, 24 June 2026
ସକାଳେ ଫୁଟିଣ କମଳ ସଞ୍ଜକୁ ମଉଳେ
ସକାଳେ ଫୁଟିଣ କମଳ ସଞ୍ଜକୁ ମଉଳେ କେଡେ ଭାଗ୍ୟ ଲମ୍ବେ ଗୋବିନ୍ଦଙ୍କ ଗଳେ ଏକ ଶହ କୋଟିଏ ବର୍ଷ ଆୟୁଷ ନର ଜନ୍ମ ଥରେ ନ ଲଭିଲି ବ୍ରହ୍ମଦାରୁଙ୍କ ପାଦ ତଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment