Wednesday, 24 June 2026

ଅଶରଣ ଜୀବ ଶରଣ ପଞ୍ଜର ବ୍ରହ୍ମଦାରୁ ମହାବାହୁ

ଅଶରଣ ଜୀବ ଶରଣ ପଞ୍ଜର ବ୍ରହ୍ମଦାରୁ ମହାବାହୁ କମଳା ସେବିତ କମଳ ପାଦରେ ସ୍ଥିର ହେଉ ମତି ପତିତପାବନ ଦେଖି ନୀଳଚକ୍ରରେ ବଢିଛି ଲୋଭ ଛନ୍ଦା ପାଦ ଆଶ୍ରା ଦେଲେ ମୂଢ଼ ରାମ ଲଭିବ ଗତି

No comments:

Post a Comment