Tuesday, 7 July 2026

ତୁମ୍ଭେ କରିରାଜ ବଦନ

ତୁମ୍ଭେ କରିରାଜ ବଦନ ଗଜାନନ ଗଣପତି ମହାବାହୁ ତୁମ୍ଭେ ଲୀଳାନିଧି ସୁଧାନିଧି ନବ ତୁଳସୀ ଦଳ ଚଅଁର ତୁମ୍ଭେ ସବୁଠୁଁ ବେଶୀ ଭକ୍ତ ବୋଲକରା ଚକାଡୋଳା ତୁମ୍ଭେ ଶ୍ରୀରାଧା ହୃଦୟ କମଳ କେଶର କଳା ଭଅଁର

No comments:

Post a Comment