Tuesday, 7 July 2026

ଅର୍ଜୁନ ସଖା କେଶବ ପରମ ଦୟାଳୁ କର୍ଣ୍ଣରେ ଶୁଣିଅଛି

ଅର୍ଜୁନ ସଖା କେଶବ ପରମ ଦୟାଳୁ କର୍ଣ୍ଣରେ ଶୁଣିଅଛି ଦେଖିଅଛି ବ୍ରହ୍ମଦାରୁ ଚକାଡୋଳାଙ୍କ ପତିତପାବନ ବାନା ଆରତ୍ତ ନାଶନ ନାରାୟଣ ସୁଦର୍ଶନ ଶାସ୍ତ୍ରରେ ପଢ଼ିଅଛି ଥରେ ଦର୍ଶନ ଦେବେକି ଅନ୍ତର୍ଯ୍ୟାମୀ ଜାଣି ମନ ଭାବନା

No comments:

Post a Comment